A Guide to the Odia Way of Worshipping Lord Shiva

Shiva Vandana, or the worship of Lord Shiva, is a popular devotional practice among the Odia people. Shiva is considered as the supreme deity, the destroyer of evil, and the source of all auspiciousness. He is also known as Mahadeva, Bholenath, Neelakantha, and many other names.

Shiva Vandana can be performed in various ways, such as chanting mantras, reciting stotras, offering flowers, fruits, milk, and water to the Shiva linga, and meditating on his form. Some of the most famous Shiva mantras and stotras in Odia language are:

A picture of a page with the lyrics of shiva tandava stotram, a hymn composed by Ravana in praise of Lord Shiva, written in Oriya script

ଶିବ ବନ୍ଦନା ଓଡିଆ

ଦିବ୍ୟ କୁଣ୍ଡଳ ହାରମୁଜ୍ଜ୍ବଳ ମସ୍ତକୋଜ୍ଜ୍ବଳ ଲୋଳିତଂ 

ଗାଢ କୁଣ୍ଡଳ ନେତ୍ର ମୁଜ୍ଜ୍ବଳ ଚନ୍ଦ୍ରଶୀତଳ ଭାଷିତଂ, 

ହସ୍ତ ନିର୍ମଳ ଦଣ୍ଡି ତ୍ରିଶୂଳ ଭାଳେ କମଳ ଧାରିତଂ 

ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।

 ବ୍ରହ୍ମରୂପିଣୀ ବିଷ୍ଣୁମୋହନୀ ସର୍ବକ୍ଷେତ୍ରାଣୀ ଶୋଭିତଂ 

ଦେହଧାରିଣୀ ବିଷ୍ଣୁବାସିନୀ ରୂପ କାମିନୀ ସୂଚିତଂ, 

ଦେବକାମିନୀ ନାଗ ପଦ୍ମନୀ ସର୍ବ ସୁରମୁନି ସେବିତଂ 

ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ । 

ବହ୍ନି କର୍ପୂର ରୂପ ଭାସ୍କର ପାଦେ ନୂପୁର ଗର୍ଜିତଂ, 

ଚନ୍ଦ୍ର ଭାସ୍କର କାନ୍ତି ପ୍ରଭାକର କର୍ମେକେଶ୍ଵର ସୂଚିତଂ, 

ଭୁତ ଖେଚର ସିଏ ଶାର୍ଦ୍ଦୁଳ ପ୍ରେତ ଭୂଷଣ ଭୂଷିତଂ 

ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ । 

ପଦ୍ମଲୋଚନ ନନ୍ଦୀବାହାନ ଶେଷଭୂଷଣ ଭୂଷିତଂ 

ଭସ୍ମ ଲେପନ ଚର୍ମଧାରଣ ସୃଷ୍ଟିଧାରଣ ପ୍ରାଚିତଂ 

ପଞ୍ଚଆନନ କାମ ମର୍ଦ୍ଦନ ଯୋଗ ସାଧନ ସାଧୁତଂ

 ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।

 ଦେବ କିନ୍ନର ଦେବ ଗୋଚର ଭୂଧରା ଧର ଭୂଷିତଂ 

ଆଦିଗୋଚର ଜାହ୍ନବୀ ବର ମନ୍ତ୍ର ସାଧନେ ସାଧୁ, ତ୍ରାହିମାଂ 

ଶିବ ତ୍ରାହିମାଂ ଶିବ ତ୍ରାହ୍ମମାଂ ହର ଭାଷିତଂ 

ହେ ଶିବାପତି ପାର୍ବତୀପତି ତ୍ରାହିମାଂ ଭବ ସାଗରଂ ।

Ssr

।। ଶ୍ରୀ ଶିବ ଜୀ କୀ ଆରତୀ ।।

ଳୟ ଶିବ ଓଁକାରା ପ୍ରଭୁ ଜୟ ଶିବ ଓଁକାର । ବ୍ରହ୍ମା ବିଷ୍ଣୁ ସଦାଶିବ ଅର୍ଦ୍ଧାଙ୍ଗୀ ଧାରା ।।

ଏକାନନ ଚତୁରାନନ ପଞ୍ଚାନନ ରାଜୈ ।

ହଂସାସନ ଗରୁଡାସନ ବୃଷବାହନ ସାଜୈ ।।

ଦୋ ଭୁଜ ଚାର ଚତୁର୍ଭୁଜ ଦଶଭୁଜ ଅତି ସୋହେ ।

ତିଳୋ ରୂପ ନିରଖତେ ତ୍ରିଭୁବନ ଜନ ମୋହେ ।।

ଅକ୍ଷମାଲା ବନମାଲା ମୁଣ୍ଡମାଇ ଧାରୀ । ଚନ୍ଦନ ମୃଗମତ ସୋହେ ଭାଲେ ଶୁଭକାରୀ ।।

ଶ୍ଵେତାମ୍ବର ପିତାମ୍ବର ବାଘାମ୍ବର ଅଙ୍ଗେ । ସନକାଦିକ ଗରୁଡ଼ାଦିକ ଭୂତାଦିକ ସଙ୍ଗେ ।।

କର ମଧ୍ୟ କମଣ୍ଡଲ ଚକ୍ର ତ୍ରିଶୂଳ ଧର୍ମା । ଜଗକର୍ତା ଜଗଭର୍ତା ଜଗସଂହାରକର୍ତା ।।

ବ୍ରହ୍ମା ବିଷ୍ଣୁ ସଦାଶିବ ଜାନତ ଅବିବେକା ।

ପ୍ରଣବାକ୍ଷର ମେଁ ଶୋଭିତ ୟେ ତିନୌ ଏକା ।।

ତ୍ରିଗୁଣ ସ୍ଵାମୀ କୀ ଆରତୀ ଜୋ କୋଈ ନର ଗାବେ ।

କହତ ଶିବାନନ୍ଦ ସ୍ବାମୀ ମନବାଞ୍ଛିତ ଫଲ ପାବେ ।

Shiva Vandana is not only a ritualistic practice, but also a way of life. It helps one to connect with the divine presence within oneself and in everything around. It also helps one to overcome ignorance, attachment, fear, anger, and ego. By worshipping Shiva, one can attain peace, happiness, liberation, and enlightenment

#shiva vandana #shivaodia #shivavandana #odiavandana